ସୋନପୁର ସଦର ବ୍ଲକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ୧୧ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ନିକଟସ୍ଥ ଉତ୍ତାଲି ନଦୀରୁ ପୂର୍ଣ୍ଣ କୁମ୍ଭ ସହ ପୂଜାର୍ଚ୍ଚନା କରି କଲଶଯାତ୍ରା ନଗର ପରିକ୍ରମା କରି ମାଁ ଗଜଲକ୍ଷ୍ମୀ ଠାରେ ସ୍ଥାପିତ ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୂଜାର୍ଚ୍ଚନା ଦାୟିତ୍ବ ନିର୍ବାହ କରିଥିଲେ ମନୋରଞ୍ଜନ ମିଶ୍ର ,କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ, ମନୁ ପଟେଲ, ପତ୍ନୀ ରୀତା ପଟେଲ, କମିଟି ସଭାପତି ଗୌତମ ବଘାର ପ୍ରମୁଖ।
