ଗତକାଲି ୧୭ଟି ଗେଟ୍ ଖୋଲିଥିଲା, ଆଜି ୨୦ଟି ଖୋଲିଥିବା ନେଇ ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି।
ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସୁଥିବାରୁ ଛତିଶଗଡ଼ ଖୋଲି ଥାଇପାରେ ବୋଲି ସେ କହିଛନ୍ତି। ୧୦ ତାରିଖରେ ଟିମ୍ ଓଡ଼ିଶା ଆସୁଥିବା ସୂଚନା ଅଛି।
Credible Local News of Odisha