ବିଦ୍ୟୁତ ଚାହିଦା ବଢ଼ିବାରୁ OPTCLର କଡ଼ା ପଦକ୍ଷେପ ନେଇଛି। ଛୁଟି ବାତିଲ୍ ସହ ମୁଖ୍ୟାଳୟ ଛାଡ଼ି ପାରିବେନି କର୍ମଚାରୀ। ସମସ୍ତ ପ୍ରକାର ଅନୁମୋଦିତ ଛୁଟି ତତ୍କ୍ଷଣାତ ବାତିଲ କରିଛି OPTCL। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେହି ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେନି।
Credible Local News of Odisha