କରଞ୍ଜିଆରେ କଙ୍ଗାରୁ କୋର୍ଟ: ୨ ଅଟକ

ପରକିୟା ପ୍ରୀତି ସନ୍ଦେହରେ ଯଶିପୁର ଥାନା ଅଞ୍ଚଳରେ ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି।

ଯଶିପୁର ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes