କମ୍ପ୍ୟୁଟର ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣ ଓ ସଂସ୍ଥାପନ ନିମନ୍ତେ ଟେଣ୍ତର ବିଜ୍ଞପ୍ତି

ରାୟଗଡା ଜିଲ୍ଲାପାଳ କାର୍ଯ୍ଯାଳୟ ତରଫରୁ ଓସୱାସକୁ କମ୍ପ୍ୟୁଟର ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣ ଓ ସଂସ୍ଥାପନ ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅପ୍ରେଲ ୨୫ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes