କମ୍ପାନୀ ବସ ଧକ୍କାରେ କଲେଜ ଛାତ୍ରୀ ମୃତ, ଜଣେ ଆହତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଘଲୁଣ୍ଡାରେ ସ୍କୁଟିକୁ ବସ ଧକ୍କା ଦେବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ମୃତ ଛାତ୍ରୀ +୨ ପ୍ରଥମ ବର୍ଷର ଇପସିତା ବରାଳ। ସେ ଆଜି ତାଙ୍କ ଦାଦାଙ୍କ ସହ କଲେଜ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version