କମିଶନରେଟ ପୁଲିସ ଆଇଆଇସି ସ୍ତରରେ ବ୍ୟାପକ ବଦଳି

କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଆଇଆଇସି ସ୍ତରରେ ମୋଟ ୪୭ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି।

ସୁଧାଂଶୁ ଜେନା କ୍ୟାପିଟାଲ, ପ୍ରଦୀପ ଜେନା ଚନ୍ଦକା, ସମିତା ମିଶ୍ର ନନ୍ଦନକାନନ, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି ହୋଇଛନ୍ତି।ସେହିଭଳି ଓମ୍‌ପ୍ରକାଶ ମହାନ୍ତି ଜଗତପୁର ଓ ଚିତ୍ତରଂଜନ ରାଉତ ମଧୁପାଟଣା ଆଇଆଇସି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes