କମିଶନରେଟ ପୁଲିସ ଅଫିସ ଆଗରେ ବିଜେପିର ଧାରଣା, ପ୍ରତିବାଦ

ନବ ଦାସ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଜେପି ଆନ୍ଦୋଳନ କରୁଛି।

ନବ ଦାସ ହତ୍ୟା ଘଟଣାର ତଦନ୍ତ ସଠିକ ଭାବେ ହେଉନାହିଁ, ହତ୍ୟା ପଛରେ ଥିବା ପ୍ରଭାବଶାଳୀଙ୍କୁ ଘଣ୍ଟ ଘୋଡ଼ାଇବା ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେପି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version