କବିରାଜଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କ ବିୟୋଗ

ଆଜି ସନ୍ଧ୍ୟାରେ ଓଡିଶା ସରକାରଙ୍କ ସ୍ୱିକୃତିପ୍ରାପ୍ତ କବିରାଜ ସ୍ୱର୍ଗତ ବଳଭଦ୍ର ଷଡଙ୍ଗୀଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟାଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ଗତକିଛିଦିନ ଧରି ସେ ଅସୁସ୍ଥ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିବା ବେଳେ ସାମାନ୍ୟ ଆରୋଗ୍ୟ ଲାଭ ପରେ ଡିସଚାର୍ଯ୍ୟ ହୋଇ ଚିକିତ୍ସା ସୁବିଧା ନେଇ ଝିଅ- ଜ୍ୱାଇଁ ସୌରୀନାରାୟଣ ପାଣିଗ୍ରାହୀଙ୍କ ବାସ ଭବନରେ ରହୁଥିଲେ । ମୃତ୍ୟୁ ବେଳକୁ ୪ ଝିଅ ଲୀଳାବତୀ,ଅଞ୍ଜଳି,ଭାଗ୍ୟବତୀ,କଳାବ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes