କପ୍ତିପଦା ବ୍ଲକ ଗଡ଼ସାହିରେ ପାଣି ସମସ୍ୟା ନେଇ ଆନ୍ଦୋଳନ

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ଗରା ବାଲ୍‌ଟି ଧରି ଧାରଣା ଦେଲେ ଗଡ଼ସାହି ୬ ନମ୍ବର ୱାର୍ଡର ବାସିନ୍ଦା। ଅନେକ ଗୁହାରି ପରେ ପାଣି ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes