କପ୍ତିପଦା ବଜାରରେ ଜବରଦଖଲ ଉଚ୍ଛେଦ

ଏନଏସି ମାନ୍ୟତା ପାଇବା ପରେ ପ୍ରଥମ ପର୍ଯ୍ୟାୟରେ ୧୮୭ ଦୋକାନ ଉଚ୍ଛେଦ କରାଯାଉଛି।

ଏଥିରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes