କପୁଣ୍ଡି ଗ୍ରାମରେ ଭାଗବତ ଜନ୍ମଉତ୍ସବ

କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ର ତାରିଣୀଙ୍କ ପୀଠ ରେ ଭାଗବତ ଜନ୍ମ ଉତ୍ସବଅନୁଷ୍ଠିତ ହୋଇଛ।ଇନ୍ଦୁ ପୂର୍ଣ୍ଣିମା ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ସପ୍ତାହେ ଧରି ଅନୁଷ୍ଠିତ ହୋଇଥିଲା।ପୁରହିତ ରାମଚନ୍ଦ୍ର ଦାଶ ନୀତି କାନ୍ତି ରେ ପୂଜାର୍ଚ୍ଚନା କରିଥିଲେ।

ଶୁକ୍ରବାର ଯଜ୍ଞରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ କୁ ଗ୍ରାମର ପ୍ରହଲ୍ଲାଦ ରଣା, କିଶୋର ଚନ୍ଦ୍ର ପୃଷ୍ଟି,କେଶବ ଚନ୍ଦ୍ର ପୃଷ୍ଟି ଙ୍କ ସଂଯୋଜନା କରିଥିଲେ।କନକଲତା ପୃଷ୍ଟି,ପ୍ରେମଲତା ବେହେରା,ମନ୍ଦଦରୀ ବିଶୋଇ, ଭାଗବତ ପାଠ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version