କପିଳେଶ୍ୱର ପୀଠରେ ପାର୍କ ନିର୍ମାଣର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ପୀଠ ପରିସର ମହଖଣ୍ଡ ଜମିରେ ପାର୍କ ନିର୍ମାଣ ସକାଶେ ସରପଞ୍ଚ ବୃନ୍ଦାବତୀଙ୍କ ନାୟକ ଓ ସମିତିସଭ୍ୟା ନଳିନୀ ସାହୁଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ଟ୍ରଷ୍ଟ ବୋର୍ଡ କମିଟି ସଦସ୍ୟ,ଗ୍ରାମବାସୀ,ପଞ୍ଚାୟତ କର୍ତୁପକ୍ଷ ଉପସ୍ଥିତିରେ ପରିସରକୁ ଯେସିବି ମେସିନ ସହାୟତାରେ ସଫା କରାଯାଇଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version