କପିରେ ପ୍ରଶୟ ନେଦବାରୁ ଡେପୁଟି ସୁପରିଟେଣ୍ଟଙ୍କୁ ଆକ୍ରମଣ

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲାରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଶନିବାର କପି କରାଇ ନ ଦେବାରୁ ପରୀକ୍ଷା କେନ୍ଦ୍ରରୁ ଫେରୁଥିବା ସମୟ ରେ ଡେପୁଟି ସୁପରିଟେଣ୍ଡେନ ଚିତ୍ତରଞ୍ଜନ ସାହୁଙ୍କୁ ୩ ଜଣ ଅଭିଭାବକ ବାଇକ ରେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସେ ଗୁରୁତର ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି।ଏଥିସହ ସେମାନେ ମହିଳା ସୁପରିଟେଣ୍ଟ ଙ୍କୁ ଦୁର୍ବ୍ୟବହାର କରିଥିବା ପରୀକ୍ଷା କେନ୍ଦ୍ର ର ଅବଜର୍ଭର ଭାବରେ ଥିବା ସାହାରପଡା ଏ,ବି,ଇ,ଓ ଭାରତୀ ପୋହି ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes