ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା କପଡ଼ା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି।
ଫ୍ୟାକ୍ଟ୍ରିରେ ରେଡିମେଡ୍ ଗାର୍ମେଣ୍ଟସ୍ ତିଆରି କରଯାଏ। ସୋଲାର ପ୍ୟାନେଲ୍ରୁ ନିଆଁ ଲାଗିଥିବା ସୂଚନା ମିଳିଛି।
Credible Local News of Odisha