କନ୍ୟା ପକ୍ଷର ୨ ଜଣଙ୍କୁ ଛୁରାମାଡ଼ କଲେ ବରଯାତ୍ରୀ

ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ମୁରିବାହାଲ ଗାଁରେ ଛୁରାମାଡ଼ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି।

ବରଯାତ୍ରୀ ପକ୍ଷରୁ ୪ ଜଣ ଅଟକ ଥିବାବେଳେ ୨ ଗୁରୁତରଙ୍କୁ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବାହାଘର ଅଟକିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes