କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ନେଟୱର୍କ: ୨ ଗିରଫ

୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଏନସିବି। କାଶ୍ମୀରରୁ ଗିରଫ କରି ଉଭୟଙ୍କୁ ଭୁବନେଶ୍ବର ଆଣିଛି ଏନ୍‌ସିବି। କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ଚାଲାଣ କରୁଥିଲେ।

କାଶ୍ମୀରରୁ ଫଳ ଭର୍ତ୍ତି ଗାଡ଼ି ଆସୁଥିଲା, ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes