‘କନ୍ଧପାଲିପଡା ବନ୍ଧ’ର ରକ୍ଷଣାବେକ୍ଷଣ ହେବ: ପୌରାଧ୍ୟକ୍ଷା

ବଲାଙ୍ଗିର ପୌରାଞ୍ଚଳ ଅଧିନସ୍ଥ କନ୍ଧପାଲି ଓ ଶାନ୍ତିପଡାକୁ ସଂଯୋଗ କରୁଥିବା ‘କନ୍ଧପାଲିପଡା ବନ୍ଧ’ ପୌରାଧ୍ୟକ୍ଷା ଲିକା ସାହୁ ପରିଦର୍ଶନ କରିବା ସହ ବନ୍ଧର ରକ୍ଷଣାବେକ୍ଷଣ ତଥା ଯଥା ଶିଘ୍ର ହେବ ବୋଲି ଆଜି କହିଥିବା ଜଣେ ଦଳୀୟ ସଦସ୍ଯ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes