କନିଷ୍ଠ ଶିକ୍ଷକଙ୍କ ମାସିକ ଦରମା 20 ହଜାର ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାର ଆଜି କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ଦରମା 13 ହଜାର 800 ରୁ 20 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି l ଏହା ପିଛିଲା ଭାବେ 2023 ଜାନୁଆରୀ ମାସରୁ ଲାଗୁ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes