କଣ୍ଠଶିଳ୍ପୀ ସ୍ବପ୍ନ ଦେଖାଇ ଜଗତସିଂହପୁରରୁ ଭୁବନେଶ୍ବର ଆଣି ଲଜ୍ରେ ନିଶାଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଏମାନେ ହେଲେ ଜଗତସିଂହପୁରର ଚନ୍ଦନ ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖରପୁରର ରାଜେଶ ଦାସ।
Credible Local News of Odisha