କଣ୍ଟାବାଞ୍ଜିରେ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ମାରୱାଡ଼ି ଯୁବା ମଞ୍ଚ ତରଫରୁ ସ୍ଥାନୀୟ ହରିଭବନ ଠାରେ ଆଜି ଠାରୁ ୩ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଆୟୋଜିତ ହୋଇଛି।

ଏହି ଶିବିର ଅପ୍ରେଲ ୨୭,୨୮,୨୯ ତାରିଖ ଯାଏ ଚାଲିବ ଏବଂ ଆଜି ପ୍ରଥମ ଦିନରେ ୬୨ ଜଣଙ୍କୁ ହିତାଧୀକାରୀଙ୍କୁ ଚିହ୍ନଟ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes