କଟକ ମ୍ୟାଚ ପାଇଁ ଅଧାରୁ ଅଧିକ ଟିକେଟ ବିକ୍ରି ଶେଷ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ଖେଳାଯିବାକୁଥିବା ଟ୍ୱେଣ୍ଟି-୨୦ ମ୍ୟାଚ୍ ପାଇଁ ମଙ୍ଗଳବାର ଠାରୁ ଅଫଳାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ଓସିଏ ଅନୁବନ୍ଧିତ ସଂସ୍ଥା ,କ୍ଲବ, ସ୍କୁଲ,କଲେଜ ଓ ଜିଲ୍ଲା ମାନଙ୍କୁ ସକାଳ ୧୦ଟାରୁ ଟିକେଟ ବିକ୍ରି କରାଯାଇଛି ଏବଂ ପ୍ରଥମ ଦିନରେ ଅଧାରୁ ଅଧିକ ଟିକେଟ ସାରିଯାଇଛି ।

ଆଜି ଦ୍ବିତୀୟ ଦିନରେ ଅବଶିଷ୍ଟ ଟିକେଟ ବିକ୍ରି କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes