କଟକ ମେୟର ଓ କମିଶନରଙ୍କୁ ଘେରିଲେ କଂଗ୍ରେସ କର୍ମୀ

କଟକରେ ବକ୍ସ ଡ୍ରେନ୍‌ ପାଇପରେ ଚାପି ହୋଇ ନାବାଳିକା ମୃତ୍ୟୁ ଘଟଣାରେ ମେୟର ଓ କମିଶନରଙ୍କ ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ।

କେଶରପୁରରେ ନାବାଳିକାଙ୍କ ପରିବାରକୁ ଭେଟି ଫେରିଲା ବେଳେ ପୂର୍ବତନ ନଗର କଂଗ୍ରେସ ସଭାନେତ୍ରୀ ଓ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ପ୍ରବଳ ଯୁକ୍ତିତର୍କ ଓ ହୋହଲ୍ଲା ମଧ୍ୟରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes