କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ ନିର୍ଦ୍ଦେଶ

କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ମାର୍ଚ୍ଚ ସୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସିଲଭେସା ସଂସ୍ଥାର ଆବେଦନ ଆଧାରରେ ନିର୍ଦେଶ ଦେଲେ କୋର୍ଟ।

ଗତ ୧୮ ରେ ଜବତ ସମୟରେ ତାଲା ପକାଇ ଅଫିସ୍‌ ବନ୍ଦ କରିଥିଲେ ଅଧିକାରୀ। ଏହାକୁ ନେଇ ୧୮ ତାରିଖରେ ହାଇଡ୍ରାମା ହୋଇଥିଲା। ଜବତ ଭୟରେ ଅଫିସରେ ତାଲା ଝୁଲାଇ ବାହାରେ ବୁଲିଥିଲେ କର୍ମଚାରୀ। ୯.୪୪ କୋଟିର ବକେୟା ଯୋଗାଡ଼ ପାଇଁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes