କଟକ-ଭୁବନେଶ୍ୱର ପାଇଁ ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍

ଓଡ଼ିଶାରେ କ୍ୟାପିଟାଲ ରିଜିଅନ ୬ ଲେନ୍‌ ବିଶିଷ୍ଟ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର ମାରିଛି। କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି।

ତେଣୁ ଏକ ବାଇପାସ୍‌ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛି। ୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର ବାଜିଛି। ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes