କଟକ-ଭୁବନେଶ୍ବର ରାସ୍ତାରେ ମର୍ସିଡିଜ୍‌ ପଲ୍‌ଟି ମାରିଲା

ନନ୍ଦନକାନନ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟିହୋଇ ରାସ୍ତାର ଅପରପାର୍ଶ୍ବରେ ପଡ଼ିଲା ମର୍ସିଡିଜ୍‌। କାର୍‌ରେ ଥିବା ୨ ଜଣ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes