କଟକ ବାରବାଟୀ ଷ୍ଟାଡିଅମ୍ରେ ସାଉଥଆଫ୍ରିକା ଟିମ୍ June 11, 2022 by Odisha କଡା ସୁରକ୍ଷା ବ୍ୟବସ୍ଥା ଭିତରେ ନେଟ୍ ପ୍ରାକ୍ଟିସ୍ ପାଇଁ ସାଉଥଆଫ୍ରିକା ଟିମ୍ କଟକ ବାରବାଟୀ ଷ୍ଟାଡିଅମ୍ରେ ପହଞ୍ଚିଛି।