କଟକ ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାଷ କୁମାର ବିହାରୀ ଆଜି ସେକ୍ଟର -9 ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି l
ସେ ଦୁଇଦିନ ଛୁଟିରେ ଥିବା ବେଳେ ଆଜି କାର୍ଯ୍ୟରେ ଯୋଗ ନ ଦେଇ ପୁଣି ଛୁଟି ନେଇଥିଲେ l ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ପୁଲିସ ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes