କଟକ ପରିବାର ଅଦାଲତରେ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା

ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା ଆରମ୍ଭ ହୋଇଛି।

ଜୁଲାଇ ୩୧ ସୁଦ୍ଧା ଜେରା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହା ସହ ଅକ୍ଟୋବର ୧୩ ସୁଦ୍ଧା ଶୁଣାଣି ଶେଷ କରିବାକୁ କହିଥିଲେ ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes