କଟକ ଡକାୟତି ମାମଲାର ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ

କଟକ ମହାନଦୀ ବିହାରରେ ଘରେ ପଶି ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।

ଦୁର୍ବୃତ୍ତମାନେ ଘରେ ଟଙ୍କା ଥିବା ପୂର୍ବରୁ ଜାଣିଥିଲେ। ବିଲଡର ଦୀପ୍ତି ପଟ୍ଟନାୟକଙ୍କ ଘରୁ ହୋଇଥିଲା ଲୁଟ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version