କଟକ ଜିଲ୍ଲା ଜଜ୍‌ କୋର୍ଟକୁ ପୁଣି ଆସିଲା ବୋମା ଧମକ

କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍‌ରେ ଧମକ ଆସିବା ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ ଜାରି ରହିଛି। ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes