ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଗସ୍ତ କରିଛନ୍ତି। ୬ ବର୍ଷରେ ୧୪ ନବଜାତ ନିଖୋଜ ଅଭିଯୋଗର ତଦନ୍ତ ପାଇଁ ପହଞ୍ଚିଲେ।
ଏସ୍ସିବି ମେଡିକାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚି ଖୋଳତାଡ଼ କରୁଛନ୍ତି।
Credible Local News of Odisha