କଟକ ଏସସିବି ଆସିବ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ

ସମ୍ବଲପୁର ବୁର୍ଲା ଭିମସାରରୁ ଏସସିବି ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଲାଇଭ ସପୋର୍ଟ ଆମ୍ବୁଲାନ୍ସରେ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଡିଓଲୋଜି ସମସ୍ୟା ଯୋଗୁଁ ୧୭ ତାରିଖରୁ ଭିମସାରରେ ଚିକିତ୍ସାଧୀନ ଅଛି ସୁଶାନ୍ତ ଧଳସାମନ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes