କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଅନୁମତି

ଦୁର୍ଗାପୂଜା ପୂର୍ବରୁ ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି, ଖାନ୍‌ନଗର, ମାଲଗୋଦାମ, ଶିଖରପୁରରେ ସୁଉଚ୍ଚ ତୋରଣ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ।

ଦୁଇ ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes