କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କଲେ ମେୟର। ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, କିନ୍ତୁ ମାନ୍ୟତା କାହିଁକି ଦେଉନାହାନ୍ତି ପ୍ରଶ୍ନ କଲେ ମେୟର ସୁବାସ ସିଂ।

ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ କହିଲେ ମେୟର। ମାନ୍ୟତା ନେଇ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ମାନ୍ୟତା ଦେବାକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ କହି ଚିଠି ଲେଖିଥିଲା ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes