ନିର୍ମାଣ ଓ ମରାମତି କାମ ଆସନ୍ତା ୨୭ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟକ୍ତିଗତ ହାଜର ହୋଇ ସିଏମ୍ସି, ପିଡବ୍ଲୁଡି, ଆର ଆଣ୍ଡ ବି, ଗେଲ୍ ବିଭାଗର ଅଧିକାରୀ ପକ୍ଷ ରଖିଛନ୍ତି। ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ କହିଲେ ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।