କଟକରେ ବେଆଇନ ସୁନା କାରବାର ଠାବ

କଟକ ଦରଘା ବଜାର ଥାନା ପୁଲିସ ବେଆଇନ ସୁନା କାରବାର ଠାବ କରିଛି।

କଲିକତାରୁ ଆସି କଟକ ବାଖରାବାଦ ଅଞ୍ଚଳରେ ୫୦୦ ଗ୍ରାମ ସୁନା ବିକ୍ରି କରୁଥିବା ଏଜେଣ୍ଟ ଓ ବ୍ୟବସାୟୀକୁ ଧରିଛି ପୁଲିସ। ଏଜେଣ୍ଟ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes