ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିଛି।
ଏହି ସମୟରେ ଜଣେ ନାବାଳିକା ପୋଲ ଉପରେ ଯାଉଥିଲେ। ନାବାଳିକା ପୋଲ ଓ କଡ଼ରେ ଥିବା ଲୁହା ପାଇପ୍ରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛନ୍ତି।