କଟକରେ ପୁଣି ଗୁଡ଼ି ସୂତା ଲାଗି କଟିଲା ବେକ

ଆଜି ସକାଳୁ କାଠଯୋଡ଼ି ବ୍ରିଜ ଉପରେ ଏହି ଘଟଣା ଘଟୁଛି।

ଆହତ ବ୍ୟକ୍ତି କଲ୍ୟାଣନଗରର ଅକ୍ଷୟ ମହାପାତ୍ର। କଟକରେ ଗୁଡ଼ି ସୂତା ଲାଗି ଆହତ ହେବା ଚତୁର୍ଥ ଘଟଣା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes