ପୁରୀର ଏକ ହୋଟେଲ୍ରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି।ଯାଜପୁର ରୋଡ୍ ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କଲା କ୍ୟାଣ୍ଟନ୍ମେଣ୍ଟ ଥାନା ପୋଲିସ୍। ଟ୍ରେନ୍ରେ ଦିଲ୍ଳୀରୁ ଫେରିବା ସମୟରେ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ ହୋଇଛନ୍ତି ଏବେବି ଅନ୍ୟ ଜଣେ ଫେରାର୍ ଅଛି।