କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ 64 ରୁ 80 ଟଙ୍କାକୁ ବଢିଲା

ଜେଲ ଗୁଡିକରେ ପୂର୍ବରୁ କଏଦୀ ମାନଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ 64 ଟଙ୍କା ଥିବା ବେଳେ ଏବେ 80 ଟଙ୍କାକୁ ବୃଦ୍ଧି କରାଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି l

କଏଦୀ ମାନଙ୍କୁ ଦୈନିକ 2816 କ୍ୟାଲୋରୀ ଖାଦ୍ୟ ଦିଆଯିବ ଏବଂ ରାତିରେ ସ୍ନାକ୍ସ ଦିଆଯିବ l ଏଥିସହ ରାଜ୍ୟର 32 ଜେଲ ହସ୍ପିଟାଲରେ ନିରାମୟ ଯୋଜନା ଲାଗୁ କରାଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version