କଇଁଛ ପିଠିରେ ଚିତ୍ର ଆଙ୍କିବା ଘଟଣାରେ ଦୁଇ ଗିରଫ

କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣାରେ ବନ୍ୟପ୍ରାଣୀ ଆଇନ୍ ଆଧାରରେ ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବନ ବିଭାଗ।

ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ ବିକ୍ରମଦେବ ପଟ୍ଟନାୟକ।ବାହୁଡ଼ା ଦିନ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ରିଲ୍ସ କରିଥିଲ।ରିଲ୍ସ ଭାଇରଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes