କଂଗ୍ରେସ ସହ ମେଣ୍ଟ ନିଷ୍ପତ୍ତି ହୋଇନି: ଦେବୀ ମିଶ୍ର

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟକୁ ନେଇ ଦେବୀ ମିଶ୍ର କହିଛନ୍ତି, ରାଜନୀତିରେ ଏମିତି ଚର୍ଚ୍ଚା ସ୍ବାଭାବିକ,ଏଭଳି ଚର୍ଚ୍ଚା କେବଳ ମିଡିଆରେ ହେଉଛି।

ନିର୍ବାଚନକୁ ବହୁତ ସମୟ ଅଛି, ନଈ ନ ଦେଖି ଲଙ୍ଗଳା ହେବା ଅନୁଚିତ୍‌, ମେଣ୍ଟ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସଭାପତି ଗ୍ରହଣ କରିବେ କହିଛନ୍ତି ଦେବୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes