କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଜିଲେ ଚଷା ପୁଅ

ଅଖି ମୁଠି ଅନୁକୂଳ କରିଛି ଚାଷୀ । ଏହି ଅବସରରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଜିଛନ୍ତି ଚଷା ପୁଅ ।

ମୁଣ୍ଡରେ ଗାମୁଛା ଭିଡି, ଧଉଳି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଚାଷ କ୍ଷେତରେ ହଳ ବୁଲାଇବା ସହ ବିହନ ବୁଣିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes