କଂଗ୍ରେସର ୮ଟି ଲୋକସଭା ପ୍ରାର୍ଥୀ ଘୋଷଣା; ବଲାଙ୍ଗିରରୁ ଲଢ଼ିବେ ଅଭିନେତା ମନୋଜ ମିଶ୍ର

ବରଗଡ଼ରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

କୋରାପୁଟରୁ ପୁଣି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ସପ୍ତଗିରି ଉଲ୍ଲାକା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes