ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ କଣ୍ଟାବଣିଆ ଗାଁରେ ଡ୍ରଗ୍ସ କଣ୍ଟ୍ରୋଲର ଟିମ ବିନା ଲାଇସେନ୍ସରେ ଚାଲିଥିବା ଔଷଧ ଦୋକାନରେ ଚଢ଼ାଉ କରି ଜଣକୁ ଅଟକ ରଖିଛି।
ଲାଇସେନ୍ସ ନ ଥାଇ ଗଚ୍ଛିତ ୨.୫ ଲକ୍ଷ ଟଙ୍କାର ଔଷଧ ସାମଗ୍ରୀ ଥିଲା।
Credible Local News of Odisha