ବାଲେଶ୍ଵର ଜିଲ୍ଲା ବାଘଆମ୍ପୁଡା ବିଟ୍ ହାଉସ୍ ଦିଗିଭଅଁରା ଗାଁ ନିକଟରୁ ମୃତ୍ୟୁଦେହ ଉଦ୍ଧାର ହୋଇଛି।
ମୃତ ମାଈ ହାତୀର ବୟସ ୧୨ରୁ ୧୩ ବର୍ଷ ମଧ୍ୟରେ ହେବ। ହାତୀଟି କିଛି ଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଥିଲା।
Credible Local News of Odisha