ଓଳନ୍ଦାରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ଲାଇଭ କାର୍ଯ୍ୟକ୍ରମ

ଆଜି ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଓଳନ୍ଦାସାରଗାଁ ପଞ୍ଚାୟତରେ ମୋଦି ସରକାରଙ୍କର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ପର୍ବ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ପ୍ରଦାନର ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚାର ଉପ-ସଭାପତି ଶ୍ରୀ ମାନସ କୁମାର ଦତ୍ତ ଯୋଗଦାନ କରି ମୋଦୀଜୀଙ୍କ ଯୁଗାନ୍ତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version