ଓଲଟିଲା ଟ୍ରକ, ଅଲ୍ପକେ ବର୍ତ୍ତିଲେ ଚାଳକ ଓ ଖଲାସି

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁଦପାଲି ନିକଟରେ ଆଜି ତାଳଚେରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ ୧୫ ଫୁଟ ତଳକୁ ଖସି ପଡିଥିଲା।

ଏନେଇ ଚାଳକ ଓ ଖଲାସି ଅଳ୍ପ ଆହାତ ହୋଇ ବର୍ତ୍ତି ଯାଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version