ଓଲଟିଲା ଛେଳି ବୋଝେଇ ଟ୍ରକ୍‌, ୧୫୦ ଛେଳି ନିଖୋଜ

୩୦୦ ଛେଳି ନେଇ ବାଲେଶ୍ୱରରୁ କଟକ ଆସୁଥିବା ଏକ ଟ୍ରକ୍‌ ଭଦ୍ରକ ଜିଲ୍ଲା ଛତାବର ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା ବେଳେ ୫ରୁ ୬ ଛେଳିର ମୃତ୍ୟୁ ହୋଇଛି। ଟ୍ରକ୍‌ରେ ଥିବା ୩ଶହ ଛେଳିରୁ ଦେଢ଼ ଶହ ନିଖୋଜ ଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes